ରୋଟାରୀ କ୍ଲବର ୫୪ ତମ ପ୍ରତିଷ୍ଠା ଦିବସ ପାଳିତ
ବରଗଡ- ତା.୧୯.୦୭.୨୦୨୪ (ଶୁକ୍ରବାର) – ରୋଟାରୀ କ୍ଲବର ୫୪ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପୂର୍ବତନ ସଭାପତି ରୋଟାରିଆନ୍ ବିପୁଲ କୋଟେଚାଙ୍କ ଅନୁପସ୍ଥିତିରେ ରୋଟାରି ॥ଟାରିଆନ୍ ପ୍ରକାଶ କରଙ୍କ ଅଧ୍ୟକ୍ଷତାରେ ହୋଟେଲ ଗଣପତିଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ରୋଟାରିଆନ୍ ଡ. ଅଶୋକ ସିଂ ଓ ସମ୍ମାନ୍ନିତ ଅତିଥି ଭାବେ ରୋଟାରିଆନ୍ ରୋଟାରିଆନ୍ ରିଙ୍କୁ ପାତ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନୂତନ ସଭାପତି ରୋଟାରିଆନ୍ ଦଶରଥ ଅଗ୍ରୱାଳ (ଓ୍ୱାଲ, ପୂର୍ବତନ ସେକ୍ରେଟାରୀ ରୋଟାରିଆନ୍ ରୂପମ ଦାଶ, ନୂତନ ସେକ୍ରେଟାରୀ ରୋଟାରୀଆନ ଦିବ୍ୟରାଜ ମେହେର ତଥା ରୋଟାରୀ କ୍ଲବର ସଭ୍ୟ ରୋଟାରିଆନବୃନ୍ଦ ଉପସ୍ଥିତ ଥିଲେ । ଜିଲ୍ଲାର ଅନ୍ୟାନ୍ୟ ସଂସ୍ଥା ଯଥା ମାରୱାଡି ସମେଲନ, ରୋଟାରୀ ସଂଟ୍ରାଲ ଇନର ହ୍ବଲ କ୍ଲବର ସଭ୍ୟମା ମାନେ ମଧ୍ୟ ଯୋଗ ଦେଇଥିଲେ ।
Tags
BARGARH NEWS