ଭଟଲି ବ୍ଳକ ଅନ୍ତର୍ଗତ ମୂଳବାର କ୍ଲସ୍ଟର ର ଜିରାତରା ଗ୍ରାମରେ ଥିବା ଜିରାତରା ପ୍ରାଥମିକ ବିଦ୍ୟାଳୟରେ ଥିବା ଶ୍ରେଣୀ କୋଠରୀ ର ଛାତ ରୁ ଗଲୁଛି ପାଣି।ଏଠାରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପଯୁକ୍ତ ଶୈକ୍ଷିକ ବ୍ୟବସ୍ଥା ଥିବା ରୁ ଗ୍ରାମର ଛାତ୍ରଛାତ୍ରୀ ମାନେ ଆସି ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟର ଏହି ଶ୍ରେଣୀ କୋଠରୀ ରେ ବର୍ଷାପାଣି ଗଲୁଥୁବାରୁ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢା ରେ ବ୍ୟାଘାତ ସୃଷ୍ଟି ହେଉଛି।ଏହା ସହିତ ପୁଣି ଭିଜାଛାତ ଓ କାନ୍ଥରେ ବିଦ୍ୟୁତପ୍ରବାହ ହେଉଥିବା ରୁ ଛାତ୍ରଛାତ୍ରୀମନଙ୍କପ୍ରତି ବିପଦ ରହିଅଛି ବୋଲି ଜଣାପଡ଼ିଛି।ଏଣୁ ନୂତନ ଶ୍ରେଣୀ ପ୍ରକୋଷ୍ଠ ନିର୍ମାଣ ସହ ଏଠାରେ ଆବଶ୍ୟକ ବ୍ୟବସ୍ଥା କୁ ଗୁରୁତ୍ୱଦେବା ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି।
ଭଟଲି ବ୍ଳକ ଅନ୍ତର୍ଗତ ମୂଳବାର କ୍ଲସ୍ଟର ର ଜିରାତରା ଗ୍ରାମରେ ଥିବା ଜିରାତରା ପ୍ରାଥମିକ ବିଦ୍ୟାଳୟରେ ଥିବା ଶ୍ରେଣୀ କୋଠରୀ ର ଛାତ ରୁ ଗଲୁଛି ପାଣି
byAbhishek Agarwal
-
0