Shree Shyam Sandesh News

Translate

BARARH NEWS : ବରଗଡ ବିକାଶ ମଂଚର ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇ ବିଭିନ୍ନ ବିଭାଗ ବୁଲି ଦେଖିଲେ

*ବରଗଡ ବିକାଶ ମଂଚର ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇ ବିଭିନ୍ନ ବିଭାଗ ବୁଲି ଦେଖିଲେ*।

ଆଜି ବରଗଡ ବିକାଶ ମଂଚର ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇ ବିଭିନ୍ନ ବିଭାଗ ବୁଲି ଦେଖିଥିଲେ ।ହସ୍ପିଟାଲ୍ ମେନେଜରଂକ ସହ ଆଗରୁ ବାକି ରହିଥିବା କାର୍ଯ୍ୟ ଗୁଡିକ ମଧ୍ୟରୁ ୩ ଗୋଟି ଲିଫ୍ଟ କାର୍ଯ୍ୟକ୍ଷମ ହେବା,ରୋଗୀ ମାନଂକ ପ୍ରତିଷାଳୟରେ ପଂଖା ଚାଲୁକରିବା ବିଷୟରେ ସୁଚନା ହସ୍ତଗତ ହେଲା ।ପଂଚମ ମହଲାରେ ବିରାଟ ପରୀକ୍ଷାଗାରର ନିର୍ମାଣ କାର୍ଯ୍ୟ ଚାଲୁଛି ଓ ଏହା ରୋଗୀ ମାନଂକୁ ସେବା ପ୍ରଦାନ କରିବାରେ ବହୁତ ସାହାଯ୍ୟ କରିବ ବୋଲି ମେନେଜର ସୁଚନା ଦେଲେ  ଓ ପ୍ରତିନିଧି ଦଳ ଏହା ପରିଦର୍ଶନ ମଧ୍ୟ କରିଥିଲେ।ପରେ କେନ୍ସର ୱାର୍ଡ ବୁଲି ଡାକ୍ତର ନରେଶ ପ୍ରଧାନଂକ ସହ ଆଲୋଚନା ବେଳେ ସେ ବିଭିନ୍ନ ଅସୁବିଧା ତଥା ତାହାର ସମାଧାନ ଉପରେ ଆଲୋଚନା କରିଥିଲେ ।ଏ ଗୁଡିକର ସମାଧାନ ହେଲାପରେ ହିଁ ଉଚିତ ରୋଗୀ ସେବା ହୋଇ ପାରିବ ବୋଲି ଡାକ୍ତର ପ୍ରଧାନ ମତବ୍ୟକ୍ତ କରିଥିଲେ ।ଉକ୍ତ ପ୍ରତିନିଧି ଦଳରେ ସଭାପତି ସର୍ଦାର ପ୍ରୀତମ,ସମ୍ପାଦକ ଶ୍ରୀ ଅଭିଜିତ୍ ପ୍ରତିହାର,ବରିଷ୍ଠ ସଦସ୍ୟଶ୍ରୀ ଗୋବିନ୍ଦ ଦାଶ,ଶ୍ରୀ ଆଶୁତୋଶ ରଥ,ଶ୍ରୀ ମନୋରଂଜନ ପୂଜାରୀ ଓ ଏମ୍ ଡି.ଅସଲମ୍ ସମ୍ମିଳିତ ହୋଇଥିଲେ ।



AD :- Samaleswari Agencies Bargarh 
Contact For Advertisement :- 8249070178 / 9437104278


Contact For LIVE Telecast 🔴 in our YouTube Channel platform 

Post a Comment

COMMENT YOUR THOUGHT

Previous Post Next Post

AD : Contact for Advertisement

Samaleswari Agencies Bargarh | Best Wholesale & Retail Stationary Shop

Send Your News In Our WhatsApp OR Email .shreeshyamsandesh@gmail.com.....

Shorts From Shree Shyam sandesh News YouTube Channel

Shree Shyam Sandesh Web News
Welcome to Shree Shyam Sandesh Web News. Get Latest News Updates. हिंदी और उड़िया भाषा में भी उपलब्ध।
Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
Shree Shyam Sandesh News

Follow Us

Attractive Image

Video News

VIDEO NEWS

News Label

ADVT.

Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
error: Content is protected !!