ଲାୟନ୍ସ କ୍ଳବ୍ ପକ୍ଷରୁ ହୋଲି ମିଳନ
ବରଗଡ଼ ତା: ୦୭.୦୩.୨୦୨୬ ଆଜି ସ୍ଥାନୀୟ ମଙ୍ଗଳମ ପେଲେସ ଠାରେ ବରଗଡ଼ ଲାୟନ୍ସ କ୍ଳବ୍ ପକ୍ଷରୁ ହୋଲି ମିଳନ ଅବସରରେ କେବଳ ଫୁଲ ରେ ହୋଲି ଖେଲି ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ନୂତନ କମିଟି ଘୋଷଣା କରାଯାଇଥିଲା।
ଆଜିର ଏହି ହୋଲି ମିଳନ ରେ
ସଭାପତି ମନୋଜ ମହାପାତ୍ର,ଚାଟାର୍ଡ ମେମ୍ବର ଡାକ୍ତର ଓମ୍ ପ୍ରକାଶ ଲାଠ, ଶଙ୍କର୍ଷଣ ମିଶ୍ର, କିଶୋର ଅଗ୍ରୱାଲ, ଶୁଶାନ୍ତ ତ୍ରିପାଠୀ, ଦୀପକ ବଲୋଦିଆ, ଡାକ୍ତର ସୁଶୀଲ କର, ପ୍ରଦୀପ ତୟାଲ, ଅଶୋକ ଅଗ୍ରୱାଲ, ମଂଜୁଲତା ଭୋଇ, ଜୟନ୍ତୀ ବେହେରା, ଅଞ୍ଜନା ଦାଶ, ବିକାଶ ଅଗ୍ରୱାଲ, ସର୍ବେଶ୍ଵର ତ୍ରିପାଠୀ, ପରମାନନ୍ଦ ମିଶ୍ର,ରାମ ଗୋପାଳ ଖଣ୍ଡେଲୱାଲ, ଲଳିତ ଅଗ୍ରୱାଲ,ସି. ଏମ. ରାଓ,ସି.ଏଚ୍ . କମଳିନୀ ,ବିନୟ ଲାଠ, ଅମରଜିତ୍ ସିଂ, କିଶନ ଲାଲ ଅଗ୍ରୱାଲ, ସଂଦୀପ ପାନସାରୀ, ଆୟୁଷ ଗୁପ୍ତା, ପ୍ରାଞ୍ଜଳ ଧାନୁକା, ପ୍ରତାପ ନାଏକ , ରାମ ରତନ ଲଖମାନୀ ଓ ଆହୁରି ଅନେକ ଯୋଗଦେଇ ହୋଲି ଉତ୍ସବ ପାଳନ କରିଥିଲେ ।
ମନୋରଞ୍ଜନ ପାଇଁ ଦିନେଶ ଏଣ୍ଡ ପାର୍ଟି ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଶେଷରେ ସଂପାଦକ ଅଭୟ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
---------×××---------