Translate

Nistha Pariwar Blood donation Camp ଏନ୍.ଏସ.ଏସ ଦିନ ପାଳନ ଅବସରରେ ଜମଲା ଡିଗ୍ରୀ କଲେଜ ରୁ ୩୩ୟୁନିଟ ରକ୍ତ ସଂଗୃହୀତ

ଏନ୍.ଏସ.ଏସ ଦିନ ପାଳନ ଅବସରରେ ଜମଲା ଡିଗ୍ରୀ କଲେଜ ରୁ ୩୩ୟୁନିଟ ରକ୍ତ ସଂଗୃହୀତ

ତା-୨୪-୦୯-୨୦୨୪ରିଖ (ମଙ୍ଗଳ ବାର)
ବରଗଡ ଜିଲ୍ଲା ପଦମପୁର ସ୍ଥିତ ଜମଲା ଡ଼ିଗ୍ରୀ କଲେଜ,ଜମଲା, ୟୁଥ୍ ଆସୋସିଏସନ୍ କ୍ଲବ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଜମଲା ଡ଼ିଗ୍ରୀ କଲେଜ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ବିଶିଷ୍ଟ ଅତିଥି ସମାଜସେବୀ ନିରଜ ଦୋରା ଓ କଲେଜ ଅଧ୍ୟକ୍ଷ ଡ଼.ସ୍ଵାଧୀନ ଚନ୍ଦ୍ର ପଧାନ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ସର୍ବମୋଟ ୩୩ ୟୁନିଟ ରକ୍ତ (୫ଜଣ ମହିଳା ରକ୍ତ ଦାତା) ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥଲା। ପ୍ରାୟତଃ ଅନେକ ରକ୍ତ ଦାତା ପ୍ରଥମ ଥର ରକ୍ତ ଦେଇ ଥିଲେ ଓ ଅତ୍ୟନ୍ତ ଖୁସୀ ଅନୁଭବ କରିଥିଲେ।ରକ୍ତ ଦାନ ଶିବିର ଆୟୋଜନ ପାଇଁ ଜମଲା ଡ଼ିଗ୍ରୀ କଲେଜ କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଶିବିର କୁ ଜମଲା ଡ଼ିଗ୍ରୀ କଲେଜ ର ଅଧ୍ୟାପକ ସଦାନନ୍ଦ ସେଠ, ଆଶିଷ କୁମାର ଭୋଇ, ଅଭିଲାଶ ମିଶ୍ର, ଫଣିନ୍ଦ୍ର ସାହୁ, ଝସକେତନ ସାହୁ, ଅଧ୍ୟାପିକା ସୁରେଖା ଭୁଏ,କୁମୋଦିନୀ ସାହୁ,ଲାଇବ୍ରେରିଏନ ସୁମନ୍ତ କୁମାର ବାଜପେୟୀ କଲେଜ ର ସମସ୍ତ କର୍ମଚାରୀ ଙ୍କ ସହ ନିଷ୍ଠା ପରିବାର ର ସମ୍ପାଦକ ଲୋକନାଥ ସାହୁ,ସହ ସମ୍ପାଦକ ସଙ୍କେତ ଆଠଘରା ଓ ଅନ୍ୟ ସଦସ୍ୟ ମାନେ ପରିଚାଳନା କରିଥଲେ।

Post a Comment

COMMENT YOUR THOUGHT

Previous Post Next Post
Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
Shree Shyam Sandesh News

AD : Contact for Advertisement

Samaleswari Agencies Bargarh | Best Wholesale & Retail Stationary Shop

वीडियो समाचार बुलेटिन

▶ VIDEO NEWS

श्री श्याम संदेश यूट्यूब बुलेटिन

हमारे यूट्यूब चैनल (@shreeshyamsandeshnews) से ताज़ा एवं चुनिंदा वीडियो रिपोर्ट

यूट्यूब चैनल से वीडियो लोड हो रहे हैं...

Newspaper Daily Dispatch

SHREE SHYAM SANDESH • NATIONAL & REGIONAL DESK

The Daily Dispatch

Today's Edition
Loading today's newspaper edition...

🏛️ हमारे आधिकारिक पृष्ठ (Official Pages)

ई-पेपर, संपादकीय टीम, संपर्क सूत्र एवं पोर्टल नीतियां