Shree Shyam Sandesh News

Translate

ଡ୍ରାଇଭର ଦିବସ ଅବସରରେ ରକ୍ତ ଦାନ ଶିବିର #୧୨୫ୟୁନିଟ ରକ୍ତ ସଂଗୃହୀତ

ଡ୍ରାଇଭର ଦିବସ ଅବସରରେ ରକ୍ତ ଦାନ ଶିବିର #୧୨୫ୟୁନିଟ ରକ୍ତ ସଂଗୃହୀତ 
ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଆଜି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ କେଉଁଟି ପାଲି ନିୟନ୍ତ୍ରିତ ବଜାର ପାଙ୍ଗଣ ରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ କରାଯାଇଥିଲା।ଓଡିଶା ଡ୍ରାଇଭର ମହାସଂଘ ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବରେ ଶ୍ରୀ ସନତ ଗଡତିଆ ବିଧାୟକ ବିଜେପୁର ଯୋଗ ଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା #୭୨ୟୁନିଟ ରକ୍ତ ଓ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା #୫୩ୟୁନିଟ ରକ୍ତ ସର୍ବମୋଟ #୧୨୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଡ୍ରାଇଭର ସଂଘ ତରଫ ରୁ ଆୟୋଜିତ ବୈଠକ ରେ ସମ୍ବାନିତ ଅତିଥି ଭାବରେ ବରଗଡ଼ ଆର ଟି ଓ ସାବୁଆ ମାଝୀ ବିଜେପୁର ଥାନା ଏସ.ଆଇ ବରିହା ବାବୁ ଯୋଗ ଦେଇଥିଲେ।ଓଡିଶା ଡ୍ରାଇଭର ମହାସଂଘ ର ବରଗଡ଼ ଜିଲ୍ଲା ସଭାପତି ନିଳାମ୍ବର ସାହା, ଜିଲ୍ଲା ସମ୍ପାଦକ ସୁଧୀର ଦାଶ,ଉପ ସଭାପତି ରବୀନ୍ଦ୍ର ନାଏକ, ଆଶାରାମ ଖମାରୀ,ସୁମନ୍ତ ମେଣ୍ଡୋଲି,ଡାକ୍ତର ବଗର୍ତ୍ତୀ, ସୁଦାମ ରଥ,ଶଙ୍କର ସେଠ, ବିଜେପୁର ବ୍ଲକ ର ଯୁଧିଷ୍ଟିର ରଣା, ନିଶାମଣି ମେହେର, ଟିକେଶ୍ୱର ମେହେର, ହୂର୍ଷି ବଗର୍ତ୍ତି, ବିକ୍ରମ, ଚନ୍ଦ୍ରମଣି ମିର୍ଦ୍ଧା ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିବା ବେଳେ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ରକ୍ତ ଦାନ ଶିବିର ର ସୁପରିଚାଳନା କରିଥଲେ।ପରିଶେଶ ରେ ଡ୍ରାଇଭର ମହାସଂଘ ତରଫ ରୁ ନିଷ୍ଠା ପରିବାର କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ନିୟମିତ ଭାବରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଓଡିଶା ଡ୍ରାଇଭର ମହାସଂଘ ର କର୍ମକର୍ତ୍ତା ଙ୍କୁ ନିଷ୍ଠା ପରିବାର ତରଫ ଏକ ସ୍ମୁତି ଫଳକ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Post a Comment

COMMENT YOUR THOUGHT

Previous Post Next Post

AD : Contact for Advertisement

Samaleswari Agencies Bargarh | Best Wholesale & Retail Stationary Shop

Send Your News In Our WhatsApp OR Email .shreeshyamsandesh@gmail.com.....

Shorts From Shree Shyam sandesh News YouTube Channel

Shree Shyam Sandesh Web News
Welcome to Shree Shyam Sandesh Web News. Get Latest News Updates. हिंदी और उड़िया भाषा में भी उपलब्ध।
Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
Shree Shyam Sandesh News

Follow Us

Attractive Image

Video News

VIDEO NEWS

News Label

ADVT.

Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
error: Content is protected !!