ଆଜି ଅପରାହ୍ଣ ୦୩.୩୦ ରେ ବରଗଡ ବନଖଣ୍ଡ ତରଫ ରୁ " ବନ୍ୟପ୍ରାଣୀ ସଂରକ୍ଷଣ ରେ ଜନ ସହଭାଗିତା (Division Level Core Committee meeting) ବରଗଡ ସ୍ଥିତ ଗଣପତି ହୋଟେଲ ରେ ଆୟୋଜିତ ହୋଇଯାଇଛି । ଏହି ବୈଠକ ରେ ଶ୍ରୀ ବିକ୍ରମ ଦେବ ପଟ୍ଟନାୟକ, ବନଖଣ୍ଡ ଅଧିକାରୀ । ବରଗଡ ସଭାପତିତ୍ୱ କରିଥିଲେ । ବନଖଣ୍ଡ ଅଧିକାରୀ ତାଙ୍କର ସ୍ବାଗତ ଭାଷଣ ରେ ବରଗଡ ବନଖଣ୍ଡ ରେ ହାତୀ ମନୁଷ୍ୟ ଲଢ଼େଇ କୁ ପ୍ରଶମିତ କରିବା ପାଇଁ ଜନସାଧାରଣ ଙ୍କ ସହଯୋଗ କାମନା କରିଥିଲେ । ମୁଖ୍ୟ ଅତିଥ୍ ଭାବରେ ମାନ୍ୟବର ବରଗଡ ସଂସଦ ଶ୍ରୀ । ପ୍ରଦୀପ ପୁରୋହିତ ଯୋଗ ଦେଇଥିଲେ, ମୁଖ୍ୟ ବକ୍ତା ଭାବରେ ମାନ୍ୟବର ବିଧାୟକ ବରଗଡ ଶ୍ରୀ ଅଶ୍ବିନୀ ଷଡ଼ଙ୍ଗୀ ଏବଂ ମାନ୍ୟବର ବିଧାୟକ ଅତାବିରା ଶ୍ରୀ ନିହାର ମହାନନ୍ଦ ଉପସ୍ଥିତ ରହି କ୍ଷଣ ପାଇଁ ନିଜ ଉଦବୋଧନ ରେ ଆହ୍ବାନ ଦେଇ ଥିଲେ ଓ ଜଳବାୟୁ ପରିବର୍ତ୍ତନ ବେଶ, ବନ୍ୟପ୍ରାଣୀ ର ସୁରକ୍ଷା ପାଇଁ ଆଗେଇ ଆସିବା ପାଇଁ ନିବେଦନ କରି କ୍ଷକ ବରଗଡ ଧନ୍ୟବାଦ ଜ୍ଞାପନ କରିଥିଲେ । ଲୋକମାନଙ୍କୁ ଜଙ୍ଗଲ ସୁରକ୍ଷା ଓ ବନ୍ୟପ୍ରାଣୀ ସଂରକ୍ଷ କୁ ଆଖ୍ ଆଗ ରେ ରଖ୍ ଜନ ସମୁଦାୟ ଙ୍କୁ ଜଙ୍ଗଲ, ପରିବେ ଥିଲେ । ଶେଷରେ ଶ୍ରୀ ହରମୋହନ ରଥ ସହକାରୀ ବନ ସଂରକ୍ଷକ ଧନ୍ୟବାଦ୍ ଅର୍ପଣ କଲେ।