ପ୍ରଶିକ୍ଷଣ ନେଉଥିବା ଛାତ୍ରୀଙ୍କ ହାତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚିକିତ୍ସା ଭାର
ବରଗଡ଼ ଜିଲ୍ଲା ହସ୍ପିଟାଲ ରେ ବାରମ୍ବାର ଛୁଞ୍ଚି ଫୋଡିବା ପରେ ମଧ୍ୟ ରକ୍ତ ସଂଗ୍ରହ କରି ପାରୁ ନାହାନ୍ତି । ଏପଟେ ଲାଇନ ନଥିବାରୁ ମୋବାଇଲ ଟର୍ଚ୍ଚ ର ଆଲୁହ ସାହାଯ୍ୟରେ ରକ୍ତ ସଂଗ୍ରହ କରାଯାଉଥିବା ଦେଖିବାକୁ ମିଳୁଛି । ଜଣେ ଛାତ୍ର ମୋବାଇଲ ଟର୍ଚ୍ଚ ସାହାଯ୍ୟରେ ଆଲୁଅ ଦେଖାଉଥିବା ବେଳେ ଆଉଜନେ ଛାତ୍ରୀ ରକ୍ତ ସଂଗ୍ରହ କରୁଛନ୍ତି ।
ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ CT scan ଉଦଘାଟନ ଚାଲିଥିବା ସମୟରେ ଖୋଦ ଜିଲ୍ଲାପାଳ, ସିଡିଏମଓ,ଅଞ୍ଚଳର ସମସ୍ତ ଜଣ ପ୍ରତିନିଧି ଉପସ୍ଥିତ ଥିବା ବେଳେ ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରାୟ ସବୁଦିନିଆ ଘଟଣା କାହାକୁ ଦୃଷ୍ଟି ଗୋଚର ହୋଇନଥିଲା ।
Tags
BARGARH NEWS