Translate

BARGARH NEWS ଡ଼ ଭୀମରାଓ ରାମଜୀ ଆମ୍ବେଦକରଙ୍କୁ ସମ୍ମାନ ଜଣାଇବା ପାଇଁ ବିଜେପିର ଜିଲ୍ଲା ସ୍ତରୀୟ କର୍ମଶାଳା ଆୟୋଜିତ।

ଡ଼ ଭୀମରାଓ ରାମଜୀ ଆମ୍ବେଦକରଙ୍କୁ ସମ୍ମାନ ଜଣାଇବା ପାଇଁ ବିଜେପିର ଜିଲ୍ଲା ସ୍ତରୀୟ କର୍ମଶାଳା ଆୟୋଜିତ।

ଭାରତରତ୍ନ ଡ଼ ଭୀମରାଓ ରାମଜୀ ଆମ୍ବେଦକରଙ୍କୁ ସମ୍ମାନ ଜଣାଇବା ପାଇଁ  ବିଜେପି ବରଗଡ ଜିଲ୍ଲା ତରଫରୁ ଆଜି ସନ୍ଧ୍ୟା ସମୟରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ କାର୍ମଶାଳା ଜିଲ୍ଲା ସଭାପତି ଡ଼ ଅରୂପା ନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଳ ଖଟେଇ ଯୋଗଦେଇ ଆମ୍ବେଦକରଙ୍କ ଜୀବନୀ ଉପରେ ତଥା ଦେଶପ୍ରତି ତାଙ୍କର ଅବଦାନ ବିଷୟରେ ବିସ୍ତୃତ ରୁପେ ଆଲୋଚନା କରିଥିଲେ। ଏଥି ସହିତ କଂଗ୍ରେସ ଦଳ ଆମ୍ବେଦକରଜୀଙ୍କୁ ବିଭିନ୍ନ ସମୟରେ କିପରି ଅପମାନିତ କରିଥିଲା ସେ ବିଷୟରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନଙ୍କୁ ଅବଗତ କରାଇଥିଲେ।ସମ୍ମାନୀତ ଅତିଥି ଭାବେ ମାନ୍ୟବର ଅତାବିରା ବିଧାୟକ ନିହାର ମହାନନ୍ଦ ଯୋଗଦେଇ ସମାଜର ଅବହେଳିତ ଲୋକଙ୍କ ଉତଥାନ ପାଇଁ ଆମ୍ବେଦକରଙ୍କ ବଳିଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଅଶୋକ ପଣ୍ଡା, ରବି ନାରାୟଣ ଦାଶ, ସୁନାଫୁଲ ସେଠ, ଇଶ୍ଵର ବାଗ, ପରମା ଦୀପ, କୁଶ କୁମ୍ଭାର, ଅକ୍ରୁର ମଲ୍ଲିକ, ବିପିନ ଭୋଷାଗର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି କର୍ମଶାଳାରେ ଜିଲ୍ଳାର ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ଉପସ୍ଥିତ ବରିଷ୍ଠ କାର୍ଯ୍ୟକର୍ତ୍ତା ସର୍ବଶ୍ରୀ ପରେଶ ବିଶି,ପ୍ରମୋଦ ଛତର, ଯଶୋବନ୍ତ ସେଠ, ଯୁଧିଷ୍ଠିର ମେହେର, ସୁବ୍ରତ ହୋତା,ଗୋଲାପ ବାଗ, ସୂର୍ଯ୍ୟ ମହାନ୍ତି, ଦେବେଶ ଶତପଥି, ମିନା ସରାଫ, ମଧୁ ଜୈନ, ପୂଜା ମହାପାତ୍ର, ଚଞ୍ଚଳା ରାଉତ, ମମତା ଅଗ୍ରୱାଲ ଅଗ୍ରୱାଲ, ଅର୍ଚ୍ଚନା ବାଗ,ଖିରେଶ୍ଵରି ସ୍ୱାଇଁ ତଥା ଅନ୍ୟାନ୍ୟ ବହୁ କାର୍ଯ୍ୟକର୍ତ୍ତା ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Post a Comment

COMMENT YOUR THOUGHT

Previous Post Next Post
Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
Shree Shyam Sandesh News

AD : Contact for Advertisement

Samaleswari Agencies Bargarh | Best Wholesale & Retail Stationary Shop

वीडियो समाचार बुलेटिन

▶ VIDEO NEWS

श्री श्याम संदेश यूट्यूब बुलेटिन

हमारे यूट्यूब चैनल (@shreeshyamsandeshnews) से ताज़ा एवं चुनिंदा वीडियो रिपोर्ट

यूट्यूब चैनल से वीडियो लोड हो रहे हैं...

Newspaper Daily Dispatch

SHREE SHYAM SANDESH • NATIONAL & REGIONAL DESK

The Daily Dispatch

Today's Edition
Loading today's newspaper edition...

🏛️ हमारे आधिकारिक पृष्ठ (Official Pages)

ई-पेपर, संपादकीय टीम, संपर्क सूत्र एवं पोर्टल नीतियां