ଅସହାୟ ବୃଦ୍ଧ ଙ୍କୁ ଥାଇଥାନ କଲା ନିଷ୍ଠା ପରିବାର
ତା-୨୨-୧୦-୨୦୨୪ରିଖ (ମଙ୍ଗଳ ବାର)
ବରଗଡ ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ତିନି ମାସ ଧରି ଥିଲେ। ତାଙ୍କ ନାଁ ଡିଙ୍ଗର ଭୁଏ ବୟସ ୭୦ବର୍ଷ ଘର ସମ୍ବଲପୁର ହୁମା । ତାଙ୍କ ର କେହି ନିଜ ସମ୍ପର୍କୀୟ ନାହାଁନ୍ତି ବୋଲି ଆମ ନିଷ୍ଠା ପରିବାର କୁ ଜଣାଇବା ପରେ ତାଙ୍କୁ ଆମ ନିଷ୍ଠା ପରିବାର ତରଫ ରୁ ଭେଡେନ ସ୍ଥିତ ବଡ ପିପିଲି ପାଲି ରେ ଥିବା ଆନନ୍ଦ ସେବା ସଦନ ରେ ତାଙ୍କ ର ଥଇଥାନ କରାଗଲା। ଏହି ମହତ କାମ ରେ ଆମ ନିଷ୍ଠା ପରିବାର ର ସଦସ୍ୟା ମମତା ବାଗ ଉପସ୍ଥିତ ଥିଲେ।
ଆନନ୍ଦ ସେବା ସଦନ କୁ ନିଷ୍ଠା ପରିବାର ତରଫ ରୁ ହୃଦୟ ରୁ ଧନ୍ୟବାଦ।