Translate

BARGARH NEWS ନିଗମାନନ୍ଦ ବିହାର ଶାରଦୀୟ ଦୁର୍ଗା ପୂଜା ପାଇଁ ଶୁଭସ୍ତମ୍ଭ ସ୍ଥାପିତ

ନିଗମାନନ୍ଦ ବିହାର ଶାରଦୀୟ ଦୁର୍ଗା ପୂଜା ପାଇଁ ଶୁଭସ୍ତମ୍ଭ ସ୍ଥାପିତ 
ବରଗଡ଼ ୱାର୍ଡ ନ ୧ ନିଗମାନନ୍ଦ ବିହାର ସାର୍ବଜନିନ ଦୁର୍ଗା ପୂଜା ପାଇଁ ରବିବାର ଅପରାହ୍ନ ୪ ଘ ସମୟ ରେ ଯଥା ବିଧି ଓ ଲଗ୍ନ ମତେ ପଣ୍ଡିତ ନିଗମାନନ୍ଦ ମିଶ୍ର ଙ୍କ ପୌରୋହିତ୍ୟ ରେ ଶୁଭ ସ୍ତମ୍ଭ ସ୍ଥାପିତ ହୋଇଯାଇଛି 
ଉନ୍ନୟନ କମିଟି ସଭାପତି ସଦାଶିବ ସାହୁ ସମ୍ପାଦକ ଟିକେଲାଲ ନାଏକ ଙ୍କ ଉପସ୍ଥିତି ରେ ଦୁର୍ଗାପୂଜା କମିଟି ର ସଭାପତି ପ୍ରଶାନ୍ତ କୁମାର ଦାସ ସମ୍ପାଦକ ନବୀନ କୁମାର ସାବତ ପ୍ରମୁଖ ପୂଜା କାର୍ଯ୍ୟ ରେ ସାମିଲ ହୋଇ ଥିବା ବେଳେ ପଡ଼ା ବାସୀ ଙ୍କ ତରଫରୁ ଅଧ୍ୟାପକ ସୁରେଶ ବାରିକ ଚଳିତ ବର୍ଷ କର୍ତ୍ତା ଦାୟିତ୍ବ ବହନ କରିଛନ୍ତି । ଏହି ଅବସର ରେ ନିଗମାନନ୍ଦ ବିହାର ପଡ଼ା ର ସମସ୍ତ ପଡ଼ାବାସି ଉପସ୍ଥିତ ରହିଥିବା ବେଳେ ଦୁର୍ଗା ପୂଜା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ପୂଜା ଅର୍ଚ୍ଚନା ରେ ସାମିଲ ହୋଇଥିଲେ । ଶୁଭ ସ୍ତମ୍ଭ ସ୍ଥାପନ ପରେ ପଦାବାସି ଙ୍କ ତରଫରୁ ସଙ୍କୀର୍ତ୍ତନ ପରିବେଷଣ କରାଯାଇଥିଲା ।

Post a Comment

COMMENT YOUR THOUGHT

Previous Post Next Post
Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
Shree Shyam Sandesh News

AD : Contact for Advertisement

Samaleswari Agencies Bargarh | Best Wholesale & Retail Stationary Shop

वीडियो समाचार बुलेटिन

▶ VIDEO NEWS

श्री श्याम संदेश यूट्यूब बुलेटिन

हमारे यूट्यूब चैनल (@shreeshyamsandeshnews) से ताज़ा एवं चुनिंदा वीडियो रिपोर्ट

यूट्यूब चैनल से वीडियो लोड हो रहे हैं...

Newspaper Daily Dispatch

SHREE SHYAM SANDESH • NATIONAL & REGIONAL DESK

The Daily Dispatch

Today's Edition
Loading today's newspaper edition...

🏛️ हमारे आधिकारिक पृष्ठ (Official Pages)

ई-पेपर, संपादकीय टीम, संपर्क सूत्र एवं पोर्टल नीतियां