Translate

ଆନ୍ତଃ ଜିଲ୍ଲା ସିନିୟର୍ ମହିଳା ପିସି ବେହେରା ଫୁଟବଲ୍ ପ୍ରତିଯୋଗୀତା - ଆରମ୍ଭ

ଆନ୍ତଃ ଜିଲ୍ଲା ସିନିୟର୍ ମହିଳା ପିସି ବେହେରା ଫୁଟବଲ୍ ପ୍ରତିଯୋଗୀତା - ଆରମ୍ଭ । 
     କଦଳୀ ପାଲି ଜୋନ ରେ କେଉଁଝର ଦଳ ବିଜୟୀ ।
******************************
ବରପାଲି,୨୩।୮ :ଫୁଟବଲ ଏସୋସିଏସନ ଅଫ ଓଡ଼ିଶା ଓ ବରଗଡ଼ ଜିଲ୍ଲା କ୍ରୀଡା ସଂସଦ ମିଳିତ ଆନୁକୁଲ୍ୟରେ ଆୟୋଜିତ ବରିଷ୍ଠ ମହିଳା ଆନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ହୋଇଛି।  ପ୍ରତିଯୋଗିତାଟି ଚାରୋଟି ଜୋନରେ ଖେଳା ଯାଉଥିବା ବେଳେ କଦଲିପାଲି ଆନନ୍ଦ ଖେଳପଡିଆର ଜୋନ ର ପ୍ରଥମ ଖେଳଟି ବଲାଙ୍ଗିର ଓ କେଉଁଝର ଦଳ ମଧ୍ଯରେ ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ଅପରାହ୍ନରେ କଦଲିପାଲି ଏଥେଲେଟିକ ଏସୋସିଏସନ ସହଯୋଗରେ ଆୟୋଜିତ ପ୍ରତିଯୋଗିତାକୁ ମୂଖ୍ଯଅତିଥି ଭାବରେ ଲେଣ୍ତା ସରପଞ୍ଚ ସୁଜାତା ବେହେରା ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବାଗବାଡି ସମିତିସଭ୍ଯ ଗୋବିନ୍ଦ ସାହୁ, ମହୁଲପାଲି ସମିତିସଭ୍ଯା ସ୍ବର୍ଣ୍ଣମୟୀ ଭୋଇ,ଲେଣ୍ତା ସମିତିସଭ୍ଯା ବିମଳା ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ଏସୋସିଏସନ ସଭାପତି କ୍ଷିତିପତୀ ପଧାନଙ୍କ ସଭାପତିତ୍ବରେ ପରିଚାଳିତ ସଭାକାର୍ଯ୍ଯ ଅଧ୍ଯାପକ ସୁବଳ ମେହେରଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା। ଉଦଘାଟନୀ ଖେଳରେ କେଉଁଝର ଦଳ ବିଜୟ ହାସଲ କରିଥିଲା। ଆସନ୍ତା କାଲି ବରଗଡ ଓ ପୂରୀ ଦଳ ମଧ୍ଯରେ ଖେଳ ହେବ ବୋଲି ଜଣାପଡିଥିଲା। ଫାଇନାଲ ମୁକାବିଲା ସେପଟେମ୍ବର ୧ ତାରିଖରେ ବରଗଡରେ ଅନୁଷ୍ଠିତ ହେବାକୁ ଧାର୍ଯ୍ଯ କରାଯାଇଛି। 
      ଆଜିର ମ୍ୟାଚ୍ ରେ କେଉଁଝର ଦଳ ପ୍ରଥାମାର୍ଦ୍ଧ ରେ ବଲାଙ୍ଗୀର ବିପକ୍ଷ ରେ ୭-୦ ଗୋଲରେ ଅଗ୍ରଣୀ ଥିବା ବେଳେ ଦ୍ଵିତୀୟାର୍ଦ୍ଧ ରେ ଆଉ ୬ ଟି ଗୋଲ ଦେଇ ମ୍ୟାଚ୍ କୁ ୧୩-୦ ଗୋଲ ରେ ଜିତି ନେଇ ପରବର୍ତ୍ତୀ ପର୍ଯ୍ୟାୟ କୁ ଉନ୍ନୀତ ହୋଇଥିଲା । ଆଜିକାର ଖେଳ କୁ ପ୍ରଶାନ୍ତ ବେହେରା ପରିଚାଳନା କରିଥିବା ବେଳେ , ତାଙ୍କୁ ଲାଇନ୍ ରେ ଅମିରା ପ୍ରଧାନ , ଭାରତୀ ଓରାମ । ଚତୁର୍ଥ ରେଫରି ଥିଲେ ଅନିତା ମହାନନ୍ଦ । ମ୍ୟାଚ୍ କମିଶନର ଥିଲେ ନବୀନ ନାୟକ

Post a Comment

COMMENT YOUR THOUGHT

Previous Post Next Post
Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
Shree Shyam Sandesh News

AD : Contact for Advertisement

Samaleswari Agencies Bargarh | Best Wholesale & Retail Stationary Shop

वीडियो समाचार बुलेटिन

▶ VIDEO NEWS

श्री श्याम संदेश यूट्यूब बुलेटिन

हमारे यूट्यूब चैनल (@shreeshyamsandeshnews) से ताज़ा एवं चुनिंदा वीडियो रिपोर्ट

यूट्यूब चैनल से वीडियो लोड हो रहे हैं...

Newspaper Daily Dispatch

SHREE SHYAM SANDESH • NATIONAL & REGIONAL DESK

The Daily Dispatch

Today's Edition
Loading today's newspaper edition...

🏛️ हमारे आधिकारिक पृष्ठ (Official Pages)

ई-पेपर, संपादकीय टीम, संपर्क सूत्र एवं पोर्टल नीतियां